ଓଡିଶା

odisha

ETV Bharat / city

ଜଗନ୍ନାଥ ଜମି ପ୍ରସଙ୍ଗ: ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରୁଛି, ବିଜେପି ପ୍ରହେଳିକା କରୁଛି କହିଲା ବିଜେଡି

ବିଧାନସଭାର ଶୂନ୍ୟକାଳରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି । ବିଜେପି ଏହାକୁ ନେଇ ପ୍ରହେଳିକା ସୃଷ୍ଟି କରୁଛି ବୋଲି ଗୃହରେ କହିଛନ୍ତି ବିଜେଡି ବିଧାୟକ । ଅଧିକ ପଢନ୍ତୁ...

By

Published : Mar 20, 2021, 1:56 PM IST

Updated : Mar 20, 2021, 2:14 PM IST

ଗୃହରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ
ଗୃହରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ । ଶାସକ ଦଳ ବିଧାୟକ ପ୍ରତାପ ଦେବ ଉଠାଇଲେ ଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି । ବିଜେପି ଏହାକୁ ନେଇ ପ୍ରହେଳିକା ସୃଷ୍ଟି କରୁଛି । ଏନେଇ ବାଚସ୍ପତି ରୁଲିଂ ଦେଇ ସରକାର ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକ କହିଛନ୍ତି ।

ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରଣ କରୁଛି

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

Last Updated : Mar 20, 2021, 2:14 PM IST

ABOUT THE AUTHOR

...view details