ଭୁବନେଶ୍ବର: କୋଭିଡ 19 କଟକଣା ଜୁଲାଇ 31 ଯାଏଁ ବଢିଛି । ଏହି କାରଣରୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି କଟକଣା ଜୁଲାଇ 31 ଯାଏଁ ରହିଛି ।
ଲୋକସେବା ଭବନକୁ ପ୍ରବେଶ କଟକଣା, ଜୁଲାଇ 31 ପର୍ଯ୍ୟନ୍ତ ବଢିଲା ଅବଧି - ଜୁଲାଇ 31 ପର୍ଯ୍ୟନ୍ତ ବଢିଲା ଅବଧି
କୋଭିଡ 19 କଟକଣା ଜୁଲାଇ 31 ଯାଏଁ ବଢିଛି । ଏହି କାରଣରୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି । ସାଧାରଣ ଲୋକଙ୍କ ପାଇଁ ଏହି କଟକଣା ଜୁଲାଇ 31 ଯାଏଁ ରହିଛି ।
ଲୋକସେବା ଭବନକୁ ପ୍ରବେଶ କଟକଣା, ଜୁଲାଇ 31 ପର୍ଯ୍ୟନ୍ତ ବଢିଲା ଅବଧି
ପୂର୍ବରୁ ଏହି କଟକଣା ବଳବତ୍ତର ରହିଥିଲା । ଏପରି କି ଗଣମାଧ୍ୟମ ପ୍ରତିନିଧିମାନେ ବି ଭିତରକୁ ଯିବା ନେଇ କଟକଣା ରହିଥିଲା । ଯାହାକୁ ଜୁଲାଇ 31 ଯାଏଁ ବୃଦ୍ଧି କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ