ଓଡିଶା

odisha

ETV Bharat / city

ଫେବୃୟାରୀରୁ ପେପରଲେସ ହେବ ପରିବହନ କାର୍ଯ୍ୟାଳୟ - ଲର୍ଣ୍ଣିଙ୍ଗ ଲାଇସେନସ

ଆଉ ଦରକାର ହେବ ନାହିଁ କୌଣସି କାଗଜ ପତ୍ର । ବାହାନ ଆପ ମାଧ୍ୟମରେ ସବୁ କାମ ହେବ ଅନଲାଇନରେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ । ପଢନ୍ତୁ ସଂପୂର୍ଣ୍ଣ ଖବର...

LL/DL process to be  paperless
LL/DL process to be paperless

By

Published : Jan 28, 2020, 10:42 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି। ଫେବୃଆରୀରୁ ଲର୍ଣ୍ଣିଙ୍ଗ ଲାଇସେନସ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ହେବ ପେପରଲେସ । ଅର୍ଥାତ ବିନା କାଗଜପତ୍ରରେ ଉଭୟ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ଜନସାଧାରଣ ।

ଫେବୃୟାରୀରୁ ପେପରଲେସ ହେବ ପରିବହନ କାର୍ଯ୍ୟାଳୟ

5-ଟି ଅଧୀନରେ ପରିବହନ ବିଭାଗ କାମ କରିବ । ପ୍ରିଣ୍ଟେଡ ଆବେଦନ ପତ୍ର, ଘୋଷଣା ପତ୍ର, ସ୍ଲାବ ବୁକିଙ୍ଗ ସ୍ଲିପ, ଫି ପେମେଣ୍ଟ ରିସିପ୍ଟ , ପରିଚୟ ପତ୍ର, ପାଇଁ କୌଣସି କାଗଜ ପତ୍ର ଆବଶ୍ୟକ ହେବନାହିଁ। କେବଳ ଅରିଜିନାଲ ଡକୁମେଣ୍ଟ ଯାଞ୍ଚ ବେଳେ ଦରକାର ଜନସାଧାରଣ ତାହାକୁ ଦେଖାଇବେ । ଏତିପାଇଁ ସାରଥୀ ଆପରେ ସବୁ ଡକୁମେଣ୍ଟର କପି ଅପଲୋଡ କରିବାକୁ ପଡିବ। ସବୁକିଛି ଡିଜିଟାଲରେ ହେବ।

ଫେବୃୟାରୀରୁ ପେପରଲେସ ହେବ ପରିବହନ କାର୍ଯ୍ୟାଳୟ
ଫେବୃୟାରୀରୁ ପେପରଲେସ ହେବ ପରିବହନ କାର୍ଯ୍ୟାଳୟ


ଏହାସହ ବାହ୍ୟ ରାଜ୍ୟ ଯାନବାହନକୁ ମିଳୁଥିବା ଅସ୍ଥାୟୀ ପରମିଟ ଆଉ ମାନୁଆଲ ହେବ ନାହିଁ । ଗାଡି ମାଲିକ ଅସ୍ଥାୟୀ ପରମିଟ ପାଇଁ ଜାନୁୟାରୀ 19ରୁ ଆରମ୍ଭ ହୋଇଥିବା ଅନଲାଇନ ଚେକପୋଷ୍ଟରେ ତୁରନ୍ତ ଟିପି ଡାଉନଲୋଡ କରିବେ ।

ଫେବୃୟାରୀରୁ ପେପରଲେସ ହେବ ପରିବହନ କାର୍ଯ୍ୟାଳୟ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details