ଭୁବନେଶ୍ବର: ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ । ବିନ୍ଦୁ ସାଗରରେ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ ।
ବିନ୍ଦୁ ସାଗରରେ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ - lingaraj chandan jatra started
ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ । ବିନ୍ଦୁ ସାଗରରେ ଚାପ ଖେଳୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...
ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ
ପ୍ରଭୁ ଲିଙ୍ଗରାଜ ମନ୍ଦିରରୁ ପାଟ ପଟୁଆରରେ ବାହାରି ବିନ୍ଦୁ ସାଗର ଅଭିମୁଖେ ଯାତ୍ରା କରି ବିନ୍ଦୁ ସାଗରରେ ଚାପ ଖେଳିଲେ । ଭକ୍ତ ଶୂନ୍ୟ ହେଲା ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମା ପାର୍ବତୀଙ୍କୁ ସାଙ୍ଗରେ ନେଇ ବିନ୍ଦୁ ସାଗରରେ କରିବେ ଜଳକ୍ରୀଡା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ