ଓଡିଶା

odisha

ETV Bharat / city

ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି, ATMରେ ଟଙ୍କା ମହଜୁଦ ରଖ - Covid-19 latest news

ସମସ୍ତ ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି । କୋରୋନା ନେଇ ସ୍ବତନ୍ତ୍ର ଗାଇଡଲାଇନ । ଏଟିଏମରେ ଯଥେଷ୍ଟ ପରିମାଣରେ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

keep money in ATM
ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି, ATMରେ ଟଙ୍କା ମହଜୁଦ ରଖ

By

Published : Mar 18, 2020, 2:22 PM IST

ଭୁବନେଶ୍ବର: ସମସ୍ତ ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି । କୋରୋନା ନେଇ ସ୍ବତନ୍ତ୍ର ଗାଇଡଲାଇନ । ଏଟିଏମରେ ଯଥେଷ୍ଟ ପରିମାଣରେ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ । କୋରୋନା ସଚେତନତା ବାର୍ତ୍ତା ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରିବାକୁ ବି ନିର୍ଦ୍ଦେଶ ଜାରି ।

ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି, ATMରେ ଟଙ୍କା ମହଜୁଦ ରଖ

ଅଫିସ ସମୟରେ ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରିବା ସହ ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଉଣ୍ଟର ଖୋଲିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ସେହିପରି ଏଟିଏମ ଭିତରକୁ ଜଣଙ୍କ ପରେ ଜଣଙ୍କୁ ଛାଡନ୍ତୁ । ଏଟିଏମରେ ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୁଅନ୍ତୁ ବୋଲି ବ୍ୟାଙ୍କ ଆସୁଥିବା ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି ।

ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି, ATMରେ ଟଙ୍କା ମହଜୁଦ ରଖ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details