ଭୁବନେଶ୍ବର: ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ । ଅପରେସନ ପାଇଁ ମାସ ମାସ ଧରି ଅପେକ୍ଷା କରୁଛନ୍ତି ରୋଗୀ । କେତେବେଳେ ମେସିନ୍ ଅଚଳ ହୋଇପଡ଼ୁଛି ତ କେତେବେଳେ ଡାକ୍ତର ନର୍ସ ଅଭାବ । ଏଭଳି ସମସ୍ୟା ଦେଖା ଦେଇଛି ରାଜ୍ୟର ସ୍ମାର୍ଟସିଟିରେ ଥିବା ପ୍ରମୁଖ ସରକାରୀ କ୍ୟାପିଟାଲ ହସ୍ପିଟାଲରେ । ପରିସ୍ଥିତି ଏପରି ହୋଇଛି ଯେ, ରେଜିଷ୍ଟ୍ରେସନ୍ କରିବା ଠାରୁ ଆରମ୍ଭ କରି ଡାକ୍ତରଙ୍କୁ ସାକ୍ଷାତ, ନିଦାନ ପାଇଁ ରସିଦ୍ କାଟିବା, ରକ୍ତ ପରୀକ୍ଷା ପାଇଁ ଆଦି ସବୁଠି ଧାଡ଼ି ବାନ୍ଧିବାକୁ ପଡ଼ୁଛି । କେବଳ ଧାଡ଼ିରେ ନୁହେଁ ପରୀକ୍ଷା କରିବା ପାଇଁ ମଧ୍ୟ ରୋଗୀଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି ।
କ୍ୟାପିଟାଲ ହସ୍ପିଟାଲର ସାଙ୍ଘାତିକ ସତ: ନାହାନ୍ତି ଡାକ୍ତର, ଦହଗଞ୍ଜ ରୋଗୀ - Capital Hospital bhubaneswar
ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ । ଅପରେସନ ପାଇଁ ମାସ ମାସ ଧରି ଅପେକ୍ଷା କରୁଛନ୍ତି ରୋଗୀ । ଏଭଳି ସମସ୍ୟା ଦେଖା ଦେଇଛି ରାଜ୍ୟର ସ୍ମାର୍ଟସିଟିରେ ଥିବା ପ୍ରମୁଖ ସରକାରୀ କ୍ୟାପିଟାଲ ହସ୍ପିଟାଲରେ । ଅଧିକ ପଢନ୍ତୁ...
କ୍ୟାପିଟାଲ ହସ୍ପିଟାଲରେ ଅପରେସନ ପାଇଁ ଡାକ୍ତରଙ୍କ ଅଭାବ, ଦହଗଞ୍ଜ ହେଉଛନ୍ତି ରୋଗୀ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ