ଭୁବନେଶ୍ବର:କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତସମୀତି ନିର୍ବାଚନ ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଅଦାଲତ ଅବମାନନା ପିଟିସନ ।
କୋଟିଆ ବିବାଦ: ପୁଣି ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା
କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତସମୀତି ନିର୍ବାଚନ ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଅଦାଲତ ଅବମାନନା ପିଟିସନ । ଅଧିକ ପଢନ୍ତୁ...
କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା
ଏଓଆର ଶିବଶଙ୍କର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ ଓଡିଶା ସରକାର ଅଦାଲତ ଅବମାନନା ପିଟିସନ ଦାଏର କରିଛନ୍ତି । ଅନ୍ୟପକ୍ଷେ ଏହି ଆବେଦନରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ମୁଦେହରୀ ଜବାହରଲାଲଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ