ଓଡିଶା

odisha

By

Published : Aug 14, 2022, 7:27 AM IST

Updated : Aug 14, 2022, 10:52 AM IST

ETV Bharat / city

Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର
Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର

ଭୁବନେଶ୍ବର:କିଛି ଦିନ ଧରି ପନିପରିବା ଦର ବୃଦ୍ଧି ଖଟିଖିଆଙ୍କ ଚିନ୍ତା ବଢାଇଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରେ ଭର୍ତ୍ତି ହେଉନି ବ୍ୟାଗ୍ । କେଉଁ ପରିବା ନେବୁ କେଉଁଟା ନୁହେଁ । ଯାହା ଉପରେ ହାତ ମାରିବ ସବୁ 50 ଉପରେ । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର
Vegetable Price, କେଉଁଠି କେତେ ରହିଛି ଆଜି ପରିବା ଦର
Last Updated : Aug 14, 2022, 10:52 AM IST

ABOUT THE AUTHOR

...view details