ଭୁବନେଶ୍ବର: କୋରୋନା ମହାମାରୀ ସମୟରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ହାତ ବଢାଇଲା ଖିମଜି ଫାଉଣ୍ଡେସନ। ଭୁବନେଶ୍ୱରରେ କୋଭିଡ କେୟାର ସେଣ୍ଟର ପାଇଁ ୬୦ଟି ବେଡ ଦାନ କଲା ଭୁବନେଶ୍ୱରର ଅଗ୍ରଣୀ ସୁନା ବ୍ୟବସାୟିକ ପ୍ରତିଷ୍ଠାନ ଖିମଜି ଫାଉଣ୍ଡେସନ ।
ସୂଚନାମୁତାବକ, ଏହି ୬୦ ଗୋଟି ବେଡ ସାଙ୍ଗକୁ ଶେଜ, ତକିଆ, ଏବଂ ସଂଲଗ୍ନ ଉପକରଣମାନ ଦେଇଛନ୍ତି । ଆଜି(ସୋମବାର) ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷରେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ବେଡ଼ ଗୁଡିକ ବିଏମସିକୁ ହସ୍ତାନ୍ତର କରିଛି ଖିମଜି ଫାଉଣ୍ଡେସନ।
ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60 ବେଡ୍ - khimji
କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ୬୦ ବେଡ ଦାନ କଲା ଖିମଜୀ । ବିଏମସି କମିଶନର ସଞ୍ଜୟ ସିଂହଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ବେଡ଼ ଗୁଡିକ ବିଏମସିକୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ...
![ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60 ବେଡ୍ ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60ଟି ବେଡ](https://etvbharatimages.akamaized.net/etvbharat/prod-images/768-512-11969731-331-11969731-1622481699824.jpg)
ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60ଟି ବେଡ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ