ଭୁବନେଶ୍ବର: କୋରୋନା ମହାମାରୀ ସମୟରେ କୋଭିଡ ରୋଗୀଙ୍କ ସହାୟତା ପାଇଁ ହାତ ବଢାଇଲା ଖିମଜି ଫାଉଣ୍ଡେସନ। ଭୁବନେଶ୍ୱରରେ କୋଭିଡ କେୟାର ସେଣ୍ଟର ପାଇଁ ୬୦ଟି ବେଡ ଦାନ କଲା ଭୁବନେଶ୍ୱରର ଅଗ୍ରଣୀ ସୁନା ବ୍ୟବସାୟିକ ପ୍ରତିଷ୍ଠାନ ଖିମଜି ଫାଉଣ୍ଡେସନ ।
ସୂଚନାମୁତାବକ, ଏହି ୬୦ ଗୋଟି ବେଡ ସାଙ୍ଗକୁ ଶେଜ, ତକିଆ, ଏବଂ ସଂଲଗ୍ନ ଉପକରଣମାନ ଦେଇଛନ୍ତି । ଆଜି(ସୋମବାର) ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷରେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ବେଡ଼ ଗୁଡିକ ବିଏମସିକୁ ହସ୍ତାନ୍ତର କରିଛି ଖିମଜି ଫାଉଣ୍ଡେସନ।
ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60 ବେଡ୍
କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ୬୦ ବେଡ ଦାନ କଲା ଖିମଜୀ । ବିଏମସି କମିଶନର ସଞ୍ଜୟ ସିଂହଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ଏହି ବେଡ଼ ଗୁଡିକ ବିଏମସିକୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ...
ଖିମଜିର ବଦାନ୍ୟତା, କୋଭିଡ ଚିକିତ୍ସା ପାଇଁ ଦାନ କଲା 60ଟି ବେଡ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ