ଓଡିଶା

odisha

By

Published : May 18, 2020, 8:55 PM IST

ETV Bharat / city

ଚାଷୀଙ୍କୁ ମିଳିବ ଖରିଫ ଫସଲ ଋଣ

ଚାଷୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖରିପ କୃଷି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଖରିପ ଚାଷ ପାଇଁ ଚାଷୀମାନଙ୍କୁ ଫସଲ ଋଣ ଯୋଗାଇଦେବା ପାଇଁ ଆଗକୁ ଆସିଛନ୍ତି ।

ଚାଷୀଙ୍କୁ ମିଳିବ ଖରିଫ ଫସଲ ଋଣ
ଚାଷୀଙ୍କୁ ମିଳିବ ଖରିଫ ଫସଲ ଋଣ

ଭୁବନେଶ୍ବର: ଚାଷୀଙ୍କୁ ମିଳିବ ଖରିଫ ଫସଲ ଋଣ । ରାଜ୍ୟରେ କାରୋନାର କାୟା ବିସ୍ତାର ହେବାରେ ଲାଗିଛି । ଦେଶରେ ଲାକଡାଉନ-4କୁ ବୃଦ୍ଧି କରାଯାଇଛି । ଏନେଇ ଚାଷୀମାନେ ଚାଷକୁ ନେଇ ଚିନ୍ତାରେ ରହୁଛନ୍ତି ।

ଚାଷୀଙ୍କୁ ମିଳିବ ଖରିଫ ଫସଲ ଋଣ

ରାଜ୍ୟରେ ଖରିଫ କୃଷି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଖରିପ ଚାଷ ପାଇଁ ଚାଷୀମାନଙ୍କୁ ଫସଲ ଋଣ ଯୋଗାଇଦେବା ପାଇଁ ଆଗକୁ ଆସିଛନ୍ତି । ଏହି ଖରିପ ଚାଷକୁ ନେଇ ଋଣ ଆକାରରେ 7 ହଜାର 500 କୋଟି ଟଙ୍କାର ଋଣ ଦିଆଯିବ ଚାଷୀମାନଙ୍କୁ । ରାଜ୍ୟ ସମବାୟ ସଂସ୍ଥା ପକ୍ଷରୁ ଏହି ଋଣ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details