ଭୁବନେଶ୍ବର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ମିଳିଛି ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । ଏନେଇ ବିଦ୍ଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ତେବେ ଅଧିକ ଗବେଷଣା ସାଙ୍ଗକୁ ଶିକ୍ଷାର ମାନ ବୃଦ୍ଧି ପାଇ ଉଚ୍ଚ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ମିଳିଲା ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା - khalikota university
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟକୁ ମିଳିଲା ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ