ଭୁବନେଶ୍ବର:କେସିଙ୍ଗା ଆରଓବି (Kesinga ROB) 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ 324.09 କୋଟି ଟଙ୍କା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ (Minister of Road Transport & Highways Nitin Gadkari) ।
କେସିଙ୍ଗା ROB 4 ଲେନ ସଡକ ପ୍ରକଳ୍ପକୁ ମଞ୍ଜୁରୀ, ଖର୍ଚ୍ଚ ହେବ 324 କୋଟି - କେସିଙ୍ଗା 4 ଲେନ ସଡକକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ
କେସିଙ୍ଗା ଆରଓବି 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ 324.09 କୋଟି ଟଙ୍କା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ
ନୀତିନ ଗଡକରୀ
କେନ୍ଦ୍ର ସରକାର କେସିଙ୍ଗା ଆରଓବି(ROB) 4 ଲେନ ସଡକ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26) ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏନେଇ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
TAGGED:
Kalahandi Kesinga NH 26