ଓଡିଶା

odisha

ETV Bharat / city

ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’ - ‘କାଲିର ଅତୀତ’

ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସିନେମାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା । ଅଧିକ ପଢନ୍ତୁ...

ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’
ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’

By

Published : Mar 15, 2021, 9:47 PM IST

ଭୁବନେଶ୍ବର:ଓସ୍କାର ରେସରୁ ବାଦ ପଡିଲା ଓଡିଆ ଫିଲ୍ମ ‘କାଲିର ଅତୀତ’ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସିନେମାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ।

ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’

ତେବେ ପରିବେଶ ପରିବର୍ତ୍ତନ ସମ୍ପର୍କରେ ସଚେତନ ଜାରି ରହିବ ବୋଲି ନୀଳମାଧବ ପଣ୍ଡା କହିଛନ୍ତି । ଓସ୍କାର ରେସରେ ଥିବା ଅନ୍ୟ ସିନେମାକୁ ଶୁଭେଚ୍ଛାକୁ ମଧ୍ୟ ଜଣାଇଛନ୍ତି ନାଳମାଧବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details