ଭୁବନେଶ୍ବର: କଏଦୀଙ୍କୁ ଗଞ୍ଜେଇ ସପ୍ଲାଏରେ ସହଯୋଗ କରୁଛନ୍ତି ୱାର୍ଡର । ଜେଲ ଭିତରକୁ ପଶୁଛି ମୋବାଇଲ, ଗୁଟଖା ଓ ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ । ୨୯ ତାରିଖ ରେଡ ପରେ ସାମ୍ନାକୁ ଆସିଛି ଏହି ତଥ୍ୟ ।
ଜେଲକୁ ଗଞ୍ଜେଇ ସପ୍ଲାଏ କରୁଛନ୍ତି ୱାର୍ଡର, ଝାରପଡା ଜେଲ ଚିଫ ୱାର୍ଡର ସସପେଣ୍ଡ - jail chief warder suspends supplying cannabis
କଏଦୀଙ୍କୁ ଗଞ୍ଜେଇ ସପ୍ଲାଏରେ ସହଯୋଗ କରୁଛନ୍ତି ୱାର୍ଡର । ଜେଲ ଭିତରକୁ ପଶୁଛି ମୋବାଇଲ, ଗୁଟଖା ଓ ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ । ୨୯ ତାରିଖ ରେଡ ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ଅଧିକ ପଢନ୍ତୁ...
![ଜେଲକୁ ଗଞ୍ଜେଇ ସପ୍ଲାଏ କରୁଛନ୍ତି ୱାର୍ଡର, ଝାରପଡା ଜେଲ ଚିଫ ୱାର୍ଡର ସସପେଣ୍ଡ ଜେଲକୁ ଗଞ୍ଜେଇ ସପ୍ଲାୟ କରୁଛି ୱାର୍ଡର, ଝାରପଡା ଜେଲ ଚିଫ ୱାର୍ଡର ସସପେଣ୍ଡ](https://etvbharatimages.akamaized.net/etvbharat/prod-images/768-512-11957998-thumbnail-3x2-bbsr.jpg)
ଜେଲକୁ ଗଞ୍ଜେଇ ସପ୍ଲାୟ କରୁଛି ୱାର୍ଡର, ଝାରପଡା ଜେଲ ଚିଫ ୱାର୍ଡର ସସପେଣ୍ଡ
ଯାହାକୁ ନେଇ ଝାରପଡା ଜେଲର ଚିଫ ୱାର୍ଡର ସୁଦର୍ଶନ ବାରିକକୁ ସସପେଣ୍ଡ କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଆଉ କେଉଁମାନଙ୍କର ଏହି ଗଞ୍ଜେଇ ସପ୍ଲାଏ ପଛରେ ହାତ ଥିବା ଜାଣିବାକୁ ପାଇଛନ୍ତି ଜେଲ କର୍ତ୍ତୃପକ୍ଷ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ