ଓଡିଶା

odisha

By

Published : Apr 17, 2021, 8:43 PM IST

ETV Bharat / city

ଝାରପଡା ଜେଲକୁ ମିଳିଲା ISO ମାନ୍ଯତା

ଭୁବନେଶ୍ବରର ସ୍ବତନ୍ତ୍ର କାରଗାର ଝାରପଡା ଜେଲକୁ ମିଳିଛି ISO ମାନ୍ଯତା । ଅଧିକ ପଢନ୍ତୁ...

ଝାରପଡା ଜେଲକୁ ମିଳିଲା ISO ମାନ୍ଯତା
ଝାରପଡା ଜେଲକୁ ମିଳିଲା ISO ମାନ୍ଯତା

ଭୁବନେଶ୍ବର: ଝାରପଡା ଜେଲକୁ ମିଳିଲା ISO ମାନ୍ଯତା । ଭୁବନେଶ୍ବରର ସ୍ବତନ୍ତ୍ର କାରଗାର ଝାରପଡା ଜେଲକୁ ମିଳିଛି ISO ମାନ୍ଯତା ।

ଝାରପଡା ଜେଲକୁ ମିଳିଲା ISO ମାନ୍ଯତା

ISO 9001-2015ରେ ମାନ୍ଯତା ଦେଇଛି BQS ନାମକ ସଂସ୍ଥା । କାରାଗାରର ଥିବା କଏଦୀଙ୍କର ସ୍କିଲ ଡେଭଲପମେଣ୍ଟ, ଷ୍ଟ୍ରେସ ମ୍ୟାନେଜମେଣ୍ଟ, ବୃତ୍ତି ଗତ ଦକ୍ଷତା ସହ କାରଗାରରେ ପ୍ରସ୍ତୁତ ଖାଦ୍ଯର ଉତ୍ତମ ମାନ ଓ ସ୍ବଛତାକୁ ନେଇ ଏଭଳି ମାନ୍ଯତା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details