ଭୁବନେଶ୍ବର:ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଓଡିଶାରୁ ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ ମାଲୁ । ୯୯.୯୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ ମାଲୁ । ସର୍ବ ଭାରତୀୟ ସ୍ତରରେ ଦିବ୍ୟାଂଶୁ 30 ରାଙ୍କରେ ରହିଥିବା ବେଳେ ଓଡ଼ିଶା ଟପ୍ପର ହୋଇଛନ୍ତି ।
JEE Main Result: ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର
ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଓଡିଶାରୁ ଟପ୍ପର ହେଲେ ଦିବ୍ୟାଂଶୁ ମାଲୁ । ଅଧିକ ପଢନ୍ତୁ
JEE Main RESULT: ଓଡିଶା ଟପ୍ପର ଦିବ୍ୟାଂଶୁ ମାଲୁ
ଦେଶରେ ବିଭିନ୍ନ ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ନାମ ଲେଖା ପାଇଁ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି(ସୋମବାର) ପ୍ରକାଶ ପାଇଛି । NTAର ଅଫିସିଆଲ୍ ୱେବସାଇଟ jeemain.nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ ।
ଇଟିଭି ଭାରତ, ଭୁବନେଶ୍ବର