ଓଡିଶା

odisha

ETV Bharat / city

ତୃତୀୟ ଦିନରେ ଜେଇଇ ମେନ ଏଣ୍ଟ୍ରାନ୍ସ, ରାଜଧାନୀର 6ଟି କେନ୍ଦ୍ରରେ ପରୀକ୍ଷା - JEE Main

ତୃତୀୟ ଦିନରେ ଜେଇଇ ମେନ ଏଣ୍ଟ୍ରାନ୍ସ । ରାଜଧାନୀର 6ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ତୃତୀୟ ଦିନରେ ଜେଇଇ ମେନ ଏଣ୍ଟ୍ରାନ୍ସ, ରାଜଧାନୀର 6ଟି କେନ୍ଦ୍ରରେ ପରୀକ୍ଷା
ତୃତୀୟ ଦିନରେ ଜେଇଇ ମେନ ଏଣ୍ଟ୍ରାନ୍ସ, ରାଜଧାନୀର 6ଟି କେନ୍ଦ୍ରରେ ପରୀକ୍ଷା

By

Published : Sep 3, 2020, 11:33 AM IST

ଭୁବନେଶ୍ବର: ଚାଲିଛି ଜେଇଇ ମେନ ଏଣ୍ଟ୍ରାନ୍ସ ପରୀକ୍ଷା। ଆଜି ତୃତୀୟ ଦିନରେ ବି-ଟେକ ପାଇଁ ପରୀକ୍ଷା ହେଉଛି। ରାଜଧାନୀ ଭୁବନେଶ୍ବରରେ 6 ଟି କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି ।

ତୃତୀୟ ଦିନରେ ଜେଇଇ ମେନ ଏଣ୍ଟ୍ରାନ୍ସ, ରାଜଧାନୀର 6ଟି କେନ୍ଦ୍ରରେ ପରୀକ୍ଷା

ଦୁଇଟି ସିଫ୍ଟରେ ପରୀକ୍ଷା ହେଉଛି। ପ୍ରଥମ ସିଫ୍ଟ ସକାଳ 9 ଟାରୁ 12 ଟା ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ 3 ଟାରୁ 6 ଟା ଯାଏଁ ଚାଲିବ ।

ସେହିପରି ରାଜ୍ୟର 26 ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି 38,236 ଜଣ ପିଲା। ତେବେ ଚଳିତ ବର୍ଷ କୋଭିଡ କଟକଣା ଭିତରେ ଚାଲିଛି ପରୀକ୍ଷା। ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ, ପୋଲିସ ଟିମ, ସାନିଟାଇଜ ବ୍ୟବସ୍ଥା ରହିଛି। ପରୀକ୍ଷାର୍ଥୀ ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ପରୀକ୍ଷା ଦେଉଛନ୍ତି।

ସୂଚନାଥାଉକି, ଭୁବନେଶ୍ବରରେ 6ଟି କେନ୍ଦ୍ରରେ ମୋଟ 16 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details