କୋରାପୁଟ: ସଂସଦରେ ଜୟପୁର ଏୟାରପୋର୍ଟ ବିଷୟ ଉଠାଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସାଂସଦ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଜମି ଅଧିଗ୍ରହଣ ପାଇଁ ରନ୍ୱେ ସଂପ୍ରସାରଣ କାମ ବିଳମ୍ବିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଜମି ଅଧିଗ୍ରହଣ ପାଇଁ ବିଳମ୍ବିତ ଜୟପୁର ଏୟାରପୋର୍ଟ ରନ୍ୱେ ସଂପ୍ରସାରଣ କାମ: କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ
ଜୟପୁର ଏୟାରପୋର୍ଟ ନେଇ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଜମି ଅଧିଗ୍ରହଣ ପାଇଁ ରନ୍ୱେ ସଂପ୍ରସାରଣ କାମ ବିଳମ୍ବିତ ହୋଇଛି । ଅଧିକ ପଢନ୍ତୁ...
ଜମି ଅଧିଗ୍ରହଣ ପାଇଁ ବିଳମ୍ବିତ ଜୟପୁର ଏୟାରପୋର୍ଟ ରନ୍ୱେ ସଂପ୍ରସାରଣ କାମ: କେନ୍ଦ୍ରମନ୍ତ୍ରୀ
ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, କୌଣସି ଏୟାରଲାଇନ୍ସ ଅପରେଟର ଆଗ୍ରହୀ ନ ହେବାରୁ ତଥା ଜୟପୁର ପାଇଁ କେହି ବିଡ୍ ଦାଖଲ ନ କରିବାରୁ ପ୍ରସ୍ତାବ ବାତିଲ କରାଯାଇଛି । ଭବିଷ୍ୟତରେ କିଛି ବିଡ୍ ଆସିଲେ ବିଚାର କରାଯିବ କହିଛନ୍ତି ମନ୍ତ୍ରୀ ।