ଭୁବନେଶ୍ବର: ରାଜଧାନୀ ସ୍ଥିତ ମେଗା ଲିଫ୍ଟ ମୁଖ୍ୟ କାର୍ଯ୍ୟାଳୟକୁ ମଙ୍ଗଳବାର ଅଚାନକ ପରିଦର୍ଶନ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।
ସେଠାରେ ସେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣାଧନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।