ଓଡିଶା

odisha

By

Published : Jun 29, 2020, 9:15 PM IST

ETV Bharat / city

609 କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

609 କୋଟିର ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ମିଳିଛି ମଞ୍ଜୁରୀ । ସୃଷ୍ଟି ହେବ ଅନେକ ନିଯୁକ୍ତି ସୁଗୋଗ । ଅଧିକ ପଢ଼ନ୍ତୁ...

investment proposal of 609 crore approved, Single Window Clearance Committee meeting, 609 କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକ, bhubaneswar news, ଭୁବନେଶ୍ବର ଖବର
609 କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ 609 କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ 5ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ସୂଚନା ରହିଛି। ଏଥିରେ ପ୍ରାୟ 1500 ନିଯୁକ୍ତି ପାଇବେ।

609 କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ରିଲାଏବଲ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ଼ 250 କୋଟି ନିବେଶ କରି ଏକ ଆଇରନ ଓର ବେନିଫିକେସନ ପ୍ଲାଣ୍ଟ କରିବ। ଏଥିସହିତ ଏକ ପେଲେଟ ପ୍ଲାଣ୍ଟ ମଧ୍ୟ କରିବ। ଗ୍ରୋଏଲ ଫିଡ୍ସ ପ୍ରାଇଭେଟ ଲିମିଟେଡ଼ ଫିସ ଫିଡ଼ କରଖାନା କରିବ। 700 ଲୋକଙ୍କୁ ନିଯୁକ୍ତି ଦେବ। 65 କୋଟି ନିବେଶ କରିବ। ଶ୍ରବଣ ଶିପିଂ ପ୍ରାଇଭେଟ ଲିମିଟେଡ଼ ଏକ ଲଜିସଟିକ୍ସ ପାତକ ପ୍ରତିଷ୍ଠା କରିବ ଯେଉଁଥିରେ 100 କୋଟି ନିବେଶ କରିବ। କେନ୍ଦ୍ରାପଡା ମହାକାଳପଡ଼ାରେ ଏହି କାରଖାନା ହେବ ବୋଲି ସୂଚନା ମିଳିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details