ଓଡିଶା

odisha

ETV Bharat / city

ରାଜ୍ୟରେ ଖସୁଛି ସଂକ୍ରମଣ; ଜିରୋ ଆକ୍ଟିଭ କେସରେ ବୌଦ୍ଧ - ରାଜ୍ୟରେ ଖସୁଛି ସଂକ୍ରମଣ

ଜିରୋ ଆକ୍ଟିଭ କେସରେ ବୌଦ୍ଧ ଜିଲ୍ଲା । ଏବେବି ୟେଲୋ ଜୋନରେ ଖୋର୍ଦ୍ଧା। ରାଜ୍ୟରେ କମୁଛି କୋରୋନା ସଂକ୍ରମଣ। ସରକାରୀ ତଥ୍ୟ ଅନୁସାରେ ଜିରୋ ଆକ୍ଟିଭ କେସରେ ରହିଛି । ଅଧିକ ପଢନ୍ତୁ...

Infections
Infections

By

Published : Oct 3, 2021, 6:11 AM IST

ଭୁବନେଶ୍ବର: ଏବେବି ୟେଲୋ ଜୋନରେ ଖୋର୍ଦ୍ଧା। ରାଜ୍ୟରେ କମୁଛି କୋରୋନା ସଂକ୍ରମଣ। ସରକାରୀ ତଥ୍ୟ ଅନୁସାରେ ଜିରୋ ଆକ୍ଟିଭ କେସରେ ରହିଛି ବୌଦ୍ଧ ଜିଲ୍ଲା ।

ରାଜ୍ୟରେ ଖସୁଛି ସଂକ୍ରମଣ; ଜିରୋ ଆକ୍ଟିଭ କେସରେ ବୌଦ୍ଧ

ରାଜ୍ୟରେ କୋରୋନା ସଂକ୍ରମଣ କାମୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏବେବି ସଂକ୍ରମଣ ଉପର ମୁହାଁ ରହିଛି। ଯାହା ରାଜ୍ୟରେ ବର୍ତ୍ତମାନ ୟେଲୋ ଜୋନରେ ରହିଛି ଖୋର୍ଦ୍ଧା। କିନ୍ତୁ ରାଜ୍ୟରେ ଜିରୋ ଆକ୍ଟିଭ କେସରେ ରହିଛି ବୌଦ୍ଧ। ରାଜ୍ୟରେ 10 ଲକ୍ଷ କରୋନା ସଂକ୍ରମଣ ପାର ହୋଇଥିବା ବେଳେ ଆକ୍ଟିଭ କେସ ରହିଛି ରାଜ୍ୟରେ 4 ହଜାର 757 ଜଣ। ତେବେ ଖୋର୍ଦ୍ଧାରେ ଆକ୍ଟିଭ କେସ ରହିଛି 2 ହଜାର 59 ।

ସେହିଭଳି ରାଜ୍ୟରେ ଦ୍ଵିତୀୟରେ ରହିଛି କଟକ। କଟକରେ ଆକ୍ଟିଭ କେସ ରହିଛି 550, ବାଲେଶ୍ବରରେ 279 ଆକ୍ଟିଭ କେସ ରହିଥିବା ବେଳେ ଯାଜପୁରରେ 197, ଜଗତସିଂହପୁରରେ 186, ମୟୁରଭଞ୍ଜରେ 187 ଏବଂ ପୁରୀରେ 100 ଆକ୍ଟିଭ କେସ ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details