ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । ସ୍ବତନ୍ତ୍ର ଚାଟାର୍ଡ ବିମାନରେ ପହଞ୍ଚିଲେ ଉଭୟ ଦଳ । ପୋଲିସ ସୁରକ୍ଷା ବଳରେ ଜୟଦେବବିହାରସ୍ଥିତ ମେ ଫେୟାର ହୋଟେଲରେ ପହଞ୍ଚିଲେ ଦୁଇ ଦଳ । ଆଜି(ଗୁରୁବାର) ହୋଟେଲରେ ରାତ୍ରୀ ଯାପନ କରିବା ସହ ଶୁକ୍ରବାର ସକାଳ 9ଟାରେ ନେଟ୍ ଅଭ୍ୟାସ ପାଇଁ ବାରବାଟୀ ଅଭିମୁଖେ ଯିବେ ।
ଭୁବନେଶ୍ବରରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି - ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ଦୁଇ କ୍ରିକେଟ ଦଳ
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । ସ୍ବତନ୍ତ୍ର ଚାଟାର୍ଡ ବିମାନରେ ପହଞ୍ଚିଲେ ଉଭୟ ଦଳ । ପୋଲିସ ସୁରକ୍ଷା ବଳରେ ଜୟଦେବବିହାରସ୍ଥିତ ମେ ଫେୟାର ହୋଟେଲକୁ ଗଲେ ଦୁଇ ଦଳ । ଅଧିକ ଖବର ପଢନ୍ତୁ...
![ଭୁବନେଶ୍ବରରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି palyers in biju pattanaik airport](https://etvbharatimages.akamaized.net/etvbharat/prod-images/768-512-5421318-thumbnail-3x2-lojpg-2.jpg)
ବିଜଭୁବନେଶ୍ବରରେ ପହଞ୍ଚିଲେ ଦୁଇ କ୍ରିକେଟ ଦଳ
ଭୁବନେଶ୍ବରରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି
ଆସନ୍ତା 22 ତାରିଖରେ କଟକ ବାରବାଟୀରେ ଖେଳାଯିବ ତୃତୀୟ ଦିନିକିଆ ମ୍ୟାଚ । ଏଥିପାଇଁ ମେ ଫେୟାରରେ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର ଖାଦ୍ୟ ସହ ସୁଇମିଂ ପୁଲ୍, ଜିମ୍ ଆଦିର ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Dec 19, 2019, 2:39 PM IST