ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଡିଆନ ଗ୍ରାଣ୍ଡପିକ୍ସ-3 । ପ୍ରଥମ ଇଭେଣ୍ଟ ଭାବେ Pole Vault, Hammer Throw, ଟ୍ରିପଲ ଜମ୍ପ ଆରମ୍ଭ ହୋଇଛି । ଗ୍ରାଣ୍ଡପିକ୍ସ-3 ପାଇଁ 114 ଜଣ ପ୍ରତିଯୋଗୀ ବିଭିନ୍ନ ରାଜ୍ୟରେ ଅଂଶଗ୍ରହଣ କରିଛନ୍ତି । ଆଜି(ଶନିବାର) ଓଡ଼ିଆ ଖେଳାଳି ଶ୍ରାବଣୀ ଓ ଅମୀୟ ମଲ୍ଲିକ 200 ମିଟର ରେସରେ ଅଂଶଗ୍ରହଣ କରିଥିଲେ ।
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଡିଆନ ଗ୍ରାଣ୍ଡପିକ୍ସ-3 - ଇଣ୍ଡିଆନ ଗ୍ରାଣ୍ଡପିକ୍ସ 3
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଡିଆନ ଗ୍ରାଣ୍ଡପିକ୍ସ-3 । ଭାଗନେଲେ ବିଭିନ୍ନ ରାଜ୍ୟର 144 ପ୍ରତିଯୋଗୀ । ଅଧିକ ପଢନ୍ତୁ
ଯାହା ଉପରେ ସମସ୍ତଙ୍କ ନଜର ଥିଲା । 200 ମିଟର ରେସ-ବି ରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ପ୍ରଥମ ସ୍ଥାନ ଅଧିକାର କଲେ, 21.87 ସେକେଣ୍ଡରେ 200 ମିଟର ଅତିକ୍ରମ କଲେ ଆର୍ଯ୍ୟନ । ରେସ-ଏ ରେ ଅମୀୟ ମଲ୍ଲିକ 22 ସେକଣ୍ଡରେ 200 ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । 200 ମିଟର ରେସ-ବି ରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ପ୍ରଥମ ସ୍ଥାନ ଅଧିକାର କଲେ, 21.87 ସେକେଣ୍ଡରେ 200 ମିଟର ଅତିକ୍ରମ କଲେ ଆର୍ଯ୍ୟନ । ରେସ-ଏ ରେ ଅମୀୟ ମଲ୍ଲିକ 22 ସେକଣ୍ଡରେ 200 ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେରେ ରହିଛନ୍ତି । 200 ମିଟର ମହିଳା ରେସ ଇଭେଣ୍ଟରେ ପ୍ରଥମ ସ୍ଥାନରେ ଓଡ଼ିଶାର ଶ୍ରାବଣୀ ନନ୍ଦ 24. 04 ସେକେଣ୍ଡରେ 200 ମିଟର ଟ୍ରାକ ଅତିକ୍ରମ କରିଛନ୍ତି ଶ୍ରାବଣୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ