ETV Bharat Odisha

ଓଡିଶା

odisha

ETV Bharat / city

ଆୟକର ବିଭାଗ ଜାଲରେ ଖଣି ମାଲିକ - ଆୟକର ବିଭାଗ ଚଢ଼ାଉ

ଖଣି ମାଲିକଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । କଳିଙ୍ଗ କମର୍ସିଆଲ କର୍ପୋରେସନ ପ୍ରାଇଭେଟ ଲିମିଟେଡର ମାଲିକ ସୌମ୍ୟ ରଞ୍ଜନ ସାମଲ ଓ ତାଙ୍କ ସହଯୋଗୀଙ୍କ ଘରେ ହୋଇଛି ଚଢ଼ାଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 30, 2019, 2:33 PM IST

ଭୁବନେଶ୍ବର: ଖଣି ମାଲିକଙ୍କ ଘରେ ଆୟକର ବିଭାଗର ଚଢାଉ । ଭୁବନେଶ୍ବର ସହ ରାଜ୍ୟ ବାହାରେ ଚଢାଉ ଜାରି ରହିଛି । କଳିଙ୍ଗ କମର୍ସିଆଲ କର୍ପୋରେସନ ପ୍ରାଇଭେଟ ଲିମିଟେଡର ମାଲିକ ସୌମ୍ୟ ରଞ୍ଜନ ସାମଲ ଓ ତାଙ୍କ ସହ ଜଡିତ ମା ତାରିଣୀ ଇସ୍ପାତଙ୍କ ଘର ଉପରେ ଆୟକର ବିଭାଗ ଚଢାଉ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ବରମୁଣ୍ଡାସ୍ଥିତ ପ୍ଲଟ ନ c-92,112, ଓ b28 ବାସ ଭବନରେ ଚଢାଉ କରିଛି ଆୟକର ବିଭାଗ। ତେବେ ସୌମ୍ୟ ରଞ୍ଜନଙ୍କ ସହ ଜଡିତ ଅନେକଙ୍କ ଘରେ ମଧ୍ୟ ରେଡ ଜାରି ରହିଛି। ରାଜ୍ୟ ବାହାରେ ରେଡ ଜାରି ରହିଥିବା ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details