ଓଡିଶା

odisha

ETV Bharat / city

ବୁଧବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2605 କୋରୋନା ଆକ୍ରାନ୍ତ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ରାଜ୍ୟରୁ ଦିନକରେ 2605 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 20 ହଜାର 646ରେ ପହଞ୍ଚିଲା । ଅଧିକ ପଢନ୍ତୁ..

ବୁଧବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2605 କୋରୋନା ଆକ୍ରାନ୍ତ
ବୁଧବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 2605 କୋରୋନା ଆକ୍ରାନ୍ତ

By

Published : Jul 14, 2021, 9:45 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ବୁଧବାର ରାଜ୍ୟରେ 2605 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 468 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 9ହଜାର 639 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 420, ପୁରୀରୁ 149, ବଲାଙ୍ଗୀରରୁ 16, ଝାରସୁଗୁଡ଼ାରୁ 3, ନୂଆପଡ଼ାରୁ 9, ବରଗଡ଼ରୁ 7, ନବରଙ୍ଗପୁରରୁ 28, ସମ୍ବଲପୁରରୁ 25, ଯାଜପୁରରୁ 153, କଳାହାଣ୍ଡିରୁ 14, ମୟୂରଭଞ୍ଜରୁ 101, ରାୟଗଡ଼ାରୁ 24, ଗଞ୍ଜାମରୁ 13, କେନ୍ଦୁଝରରୁ 74, ନୟାଗଡ଼ରୁ 80, ସୋନପୁରରୁ 17, ଜଗତସିଂହପୁରରୁ 110, କୋରାପୁଟରୁ 41, ବାଲେଶ୍ବରରୁ 238, ଭଦ୍ରକରୁ 126, ଗଜପତିରୁ 9, କେନ୍ଦ୍ରାପଡ଼ାରୁ 59, ଦେବଗଡ଼ରୁ 8, କନ୍ଧମାଳରୁ 20, ମାଲକାନଗିରିରୁ 57, ଢ଼େଙ୍କାନାଳରୁ 75, ବୌଦ୍ଧରୁ 13 ଓ ଷ୍ଟେଟ୍‌ ପୁଲ୍‌ରୁ 91 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details