ଓଡିଶା

odisha

ETV Bharat / city

24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ - କୋରୋନା ସଂକ୍ରମଣ

ରାଜ୍ୟରେ 24 ଘଣ୍ଟାରେ 8032 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 764673 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ
24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ

By

Published : Jun 9, 2021, 8:09 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 8032 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 764673 ରୋଗୀ ସୁସ୍ଥ ହେଲେଣି ।

24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ

ଖୋର୍ଦ୍ଧାରୁ 981, ଅନୁଗୋଳରୁ 423, ଢେଙ୍କାନାଳରୁ 70, ସୁନ୍ଦରଗଡରୁ 462, ନୂଆପଡାରୁ 28, ଝାରସୁଗୁଡାରୁ 77, ବଲାଙ୍ଗିରରୁ 70, ପୁରୀରୁ 467, ବରଗଡରୁ 372, ସମ୍ବଲପୁରରୁ 190, କଟକରୁ 890, କଳାହାଣ୍ଡିରୁ 181, ଗଞ୍ଜାମରୁ 143, ବାଲେଶ୍ବରରୁ 301, ରାୟଗଡାରୁ 265, ମୟୂରଭଞ୍ଜରୁ 312, ନୟାଗଡ଼ରୁ 255, ଯାଜପୁରରୁ 354, ଭଦ୍ରକରୁ 139, କେନ୍ଦ୍ରାପଡାରୁ 209, ସୋନପୁରରୁ 120, କେନ୍ଦୁଝରରୁ 208, କୋରାପୁଟରୁ 193, ଜଗତସିଂହପୁରରୁ 332, ନବରଙ୍ଗପୁରରୁ 249, ବୌଦ୍ଧରୁ 259, କନ୍ଧମାଳରୁ 71, ଦେବଗଡରୁ 93, ଗଜପତିରୁ 71, ମାଲକାନଗିରିରୁ 85 ଏବଂ ଷ୍ଟେଟ ପୋଲରୁ 162 ଜଣ ସୁସ୍ଥ ହୋଇଛନ୍ତି ।

24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details