ଭୁବନେଶ୍ୱର : ଆତଙ୍କ ସୃଷ୍ଟି କରୁଛି କରୋନା । ଏହାକୁ ନେଇ ରେଳବିଭାଗ ପକ୍ଷରୁ ରିଜର୍ଭ ଟିକେଟ କ୍ୟାନ୍ସଲ କରାଯିବ ବୋଲି ସୂଚନା ମିଳିଛି । ଯାହା ରାଜ୍ୟ ସରକାର ବର୍ତ୍ତମାନ ସମୟରେ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି ।
ଓଡିଶାରେ କରୋନା ଭୟ, ରେଳବିଭାଗ କ୍ୟାନ୍ସଲ କରିବ ରିଜର୍ଭ ଟିକେଟ - the railway reserve will be canceled due to the corona
କରୋନାକୁ ନେଇ ରାଜ୍ୟରେ ଆତଙ୍କ ଖେଳିଛି । ଏହାକୁ ନେଇ ରେଳବିଭାଗ ପକ୍ଷରୁ ରିଜର୍ଭ ଟିକେଟ କ୍ୟାନ୍ସଲ କରାଯିବ। ଆହୁରି ପଢନ୍ତୁ...
![ଓଡିଶାରେ କରୋନା ଭୟ, ରେଳବିଭାଗ କ୍ୟାନ୍ସଲ କରିବ ରିଜର୍ଭ ଟିକେଟ In Odisha, the railway reserve will be canceled due to the corona](https://etvbharatimages.akamaized.net/etvbharat/prod-images/768-512-6442683-thumbnail-3x2-t.jpg)
ଓଡିଶାରେ କରୋନା ଭୟ, ରେଳବିଭାଗ କ୍ୟାନ୍ସଲ କରିବ ରିଜର୍ଭ ଟିକେଟ
ଓଡିଶାରେ କରୋନାକୁ ନେଇ କ୍ୟାନ୍ସଲ ହେବ ରେଳ ରିଜର୍ଭ
ଏହାକୁ ନେଇ ରେଳ ବିଭାଗ ମଧ୍ୟ ତାତ୍ପର ହୋଇଛି । ଏନେଇ ମାର୍ଚ୍ଚ ଓ ଏପ୍ରିଲ ମାସରେ ରେଳ ଟିକେଟ କ୍ୟାନ୍ସଲ କରାଯାଇଛି । ଆଗକୁ ଯଦି ଏଭଳି ପରିସ୍ଥିତି ଘଟିବ ଏଭଳି କ୍ୟାନ୍ସଲ କରାଯିବ ବୋଲି କୁହାଯାଇଛି । ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ରହିବା ପାଇଁ ସାନିଟାଇଜର ଓ ରେଷ୍ଟ ରୁମରେ ହ୍ୟାଣ୍ଡ ୱାସ ମଧ୍ୟ ରଖାଯାଇଛି ।
ଏମିତି କି ଟ୍ରେନରେ ଡୋର ଝରକା ସଫା କରାଯାଉଛି ଏହାସହ ଟ୍ରେନରେ ବସିଥିବା ଲୋକମାନଙ୍କ ସିଟରେ ସାନିଟାଇଜର ରଖାଯାଉଛି ।
ଭୁବନେଶ୍ୱରରୁ ବିକାଶ କୁମାର ଦାଶ, ଇଟିଭି ଭାରତ
Last Updated : Mar 17, 2020, 9:45 PM IST