ଭୁବନେଶ୍ବର: ଦିଲ୍ଲୀ ପରି ରାଜଧାନୀ ଭୁବନେଶ୍ବରରେ ଗଡିବ ଯୁଗ୍ମ-ଅଯୁଗ୍ମ ନମ୍ବର ଥିବା ଗାଡି । କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବସ, ଟ୍ୟାକ୍ସି, ଅଟୋ ରିକ୍ସା ଭଳି ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଜାରି କରିଛି ବିଏମସି ।
କୋରୋନା କଟକଣା: ଭୁବନେଶ୍ବରରେ ଗଡିବ ଯୁଗ୍ମ-ଅଯୁଗ୍ମ ନମ୍ବର ଗାଡି - କରୋନା ସଂକ୍ରମଣ ରୋକିବାକୁ ବିଏମସିର ପଦକ୍ଷେପ
କୋରୋନା ପାଇଁ ବିଏମସିର କଟକଣା । ଭୁବନେଶ୍ବରରେ ଗଡିବ ଅଡ଼ ଇଭିନ ନମ୍ବର ଥିବା ଗାଡି । ଅଧିକ ପଢନ୍ତୁ....
![କୋରୋନା କଟକଣା: ଭୁବନେଶ୍ବରରେ ଗଡିବ ଯୁଗ୍ମ-ଅଯୁଗ୍ମ ନମ୍ବର ଗାଡି In Bhubaneswar, a vehicle with an odd number will be added](https://etvbharatimages.akamaized.net/etvbharat/prod-images/768-512-6484175-thumbnail-3x2-bmc-jp.jpg)
ଭୁବନେଶ୍ବରରେ ଚାଲିବ ଅଡ଼ ଇଭିନ ଗାଡି
ମାର୍ଚ୍ଚ 21ରେ ଅଯୁଗ୍ମ ନମ୍ବରର ସମସ୍ତ ଗାଡି ଭୁବନେଶ୍ବରରେ ଚାଲିବ । ସେହିପରି ୨୨ ତାରିଖରେ ସବୁ ଯୁଗ୍ମ ନମ୍ବର ଥିବା ଗାଡି ଚଳାଚଳ କରିବ । ହେଲେ, ଏହି ଅଡ଼ ଇଭିନରୁ ଜରୁରୀ ସେବା ଓ ଘରୋଇ ଗାଡି ବାଦ ପଡିଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ