ଓଡିଶା

odisha

ETV Bharat / city

STATE CORONA: ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267 - Corona Infected

ରାଜ୍ୟରେ ସୁସ୍ଥ ହେଲେ ଆଉ 598 କୋଭିଡ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 267 ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା 10 କୋଟି 17 ଲକ୍ଷ 17 ହଜାର 714 । ଅଧିକ ପଢନ୍ତୁ...

STATE CORONA: ୨୪ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267
STATE CORONA: ୨୪ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 598 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 267

By

Published : Oct 8, 2021, 8:35 PM IST

ଭୁବନେଶ୍ବର:ରାଜ୍ୟରେ ସୁସ୍ଥ ହେଲେ ଆଉ 598 କୋଭିଡ ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 267 ଆକ୍ରାନ୍ତ ଥିବାବେଳେ କଟକରୁ 53, ମୟୂରଭଞ୍ଜରୁ 31, ଯାଜପୁରରୁ 28, ଜଗତସିଂହପୁରରୁ 23, ବାଲେଶ୍ବରରୁ 47, ପୁରୀରୁ 21, ସମ୍ବଲପୁରରୁ 11, ସୁନ୍ଦରଗଡରୁ 3, କେନ୍ଦ୍ରାପଡାରୁ 4 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୋଳରୁ ୭,ଗଞ୍ଜାମରୁ ୪, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୪,ଢେଙ୍କାନାଳରୁ ୧୬, କୋରାପୁଟରୁ ୩, ରାୟଗଡାରୁ ୪,ସୁବର୍ଣ୍ଣପୁରରୁ ୧ ବରଗଡରୁ ୨, ଦେବଗଡରୁ ୩,କାଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୋଲରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ଲକ୍ଷ ୧୭ହଜାର ୭୧୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details