ଓଡିଶା

odisha

ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ - Corona recovered

ରାଜ୍ୟରୁ ଆଜି ଦିନକରେ 429 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 16ହଜାର 594ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ

By

Published : Oct 6, 2021, 7:27 PM IST

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 429 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬୨ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 16ହଜାର 594ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୦, ଅନୁଗୋଳରୁ ୧୧,ପୁରୀରୁ ୬, ଯାଜପୁରରୁ ୩୮, ମୟୂରଭଞ୍ଜରୁ ୧୪, ଗଞ୍ଜାମରୁ ୫, କେନ୍ଦୁଝରରୁ ୪, ଜଗତସିଂହପୁରରୁ ୧୮, ସମ୍ବଲପୁରରୁ ୧୧, ସୋନପୁରରୁ ୧, କୋରାପୁଟରୁ ୩, ବାଲେଶ୍ବରରୁ ୩୮, ଭଦ୍ରକରୁ ୭, ନୂଆପଡାରୁ ୧, ଦେବଗଡ଼ରୁ ୨ ଓ ସୁନ୍ଦରଗଡରୁ ୫, ବରଗଡରୁ ୧, କନ୍ଧମାଳରୁ ୨ ଓ ଷ୍ଟେଟପୁଲରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details