ଭୁବନେଶ୍ବର: ଏକ ଲକ୍ଷ କୋରୋନା ପରୀକ୍ଷଣ କରି ମାଇଲଖୁଣ୍ଟ ସ୍ଥାପନା କରିଛି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲଏସ) । କୋରୋନା ମହାମାରୀ ସମୟରେ ଆଇଏଲଏସ ଏକ ଲକ୍ଷର ପରୀକ୍ଷଣ କରିଛି ।
କୋରୋନା ଟେଷ୍ଟିଂରେ ଏକ ଲକ୍ଷ ମାଇଲଖୁଣ୍ଟ ପାର କଲା ILS - ILS achieving the milestone
ଏକ ଲକ୍ଷ କୋରୋନା ପରୀକ୍ଷଣ କରି ମାଇଲଖୁଣ୍ଟ ସ୍ଥାପନା କରିଛି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ(ଆଇଏଲଏସ) । କୋରୋନା ମହାମାରୀ ସମୟରେ ଆଇଏଲଏସ ଏକ ଲକ୍ଷର ପରୀକ୍ଷଣ କରିଛି ।
କୋରୋନା ଟେଷ୍ଟିଂରେ ମାଇଲଖୁଣ୍ଟ ପାର କଲା ILS
ରାଜ୍ୟରେ ମୋଟ 38 ଲକ୍ଷ ସାମ୍ପଲ ଟେଷ୍ଟିଂ ହୋଇଥିବା ବେଳେ ଏକ ଲକ୍ଷ ପାର କରିଛି ଆଇଏଲଏସ। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 256937 ଥିବାବେଳେ 230192 ଜଣ ସୁସ୍ଥ ହୋଇଛନ୍ତି । 25,635ଟି ସକ୍ରିୟ ମାମଲା ରହିଛି। ସେହିପରି 1057 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ 3836825ଟି ଟେଷ୍ଟ ହୋଇଛି ।
ଭୁବନେଶ୍ବରରରୁ ବିକାଶ ଦାସ, ଇଟିଭି ଭାରତ