ଭୁବନେଶ୍ବର: ଇଗ୍ନୋର ନାମଲେଖା ଅବଧି ବୃଦ୍ଧି। ତେବେ ନାମଲେଖା ଅବଧି କୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜଣେ ଛାତ୍ର/ଛାତ୍ରୀ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବ। ଏଥିସହ ବିଭିନ୍ନ ନାମଲେଖା ପାଇଁ ଇଗ୍ନୋ ୱେବସାଇଟ www.ignlou.in ରେ ଯାଇ ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ ଛାତ୍ର ଛାତ୍ରୀ।
ସୂଚନା ଅନୁଯାୟୀ, ବିଭିନ୍ନ ବର୍ଗର ଲୋକମାନଙ୍କ ଆବଶ୍ୟକତା ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ 2022 ଶିକ୍ଷା ବର୍ଷ ପାଇଁ ନାମଲେଖା ଅବଧି କୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଭିନ୍ନ ନାମଲେଖା ପାଇଁ ଇଗ୍ନୋ ୱେବସାଇଟ www.ignlou.in ରେ ଯାଇ ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ ଛାତ୍ର ଛାତ୍ରୀ । ତେବେ ଏନେଇ ନାମ ଲେଖାଇବା ପାଇଁ ଆବେଦନ କରିବାର ଲିଙ୍କ ହେଲା https://ignouadmission.samarth.edu.in। ଏହି ଲିଙ୍କ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।