ଭୁବନେଶ୍ବର: ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜ ମହାଦେବଙ୍କୁ ଦର୍ଶନ କରିଛନ୍ତି IG ଅମିତାଭ ଠାକୁର ଓ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟପ୍ରଶାସକ କ୍ରୀଷ୍ଣନ କୁମାର । କୋଭିଡ କଟକଣା ମଧ୍ୟରେ ଲିଙ୍ଗରାଜ ମନ୍ଦିରେ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ଭକ୍ତ କୋଭିଡ କଟକଣା ମଧ୍ୟରେ ଦର୍ଶନ ମଧ୍ୟ କରିଛନ୍ତି । ମହାଦେବଙ୍କ ପାଇଁ ଉପବାସ କରି ଜଗି ରହିଛନ୍ତି ମହାଦୀପ ଉଠିବା ବେଳକୁ ।
ଲିଙ୍ଗରାଜଙ୍କୁ ଦର୍ଶନ କଲେ IG ଅମିତାଭ ଠାକୁର ଓ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ - ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତାଭ ଠାକୁର
ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜ ମହାଦେବଙ୍କୁ ଦର୍ଶନ କରିଛନ୍ତି IG ଅମିତାଭ ଠାକୁର ଓ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟପ୍ରଶାସକ କ୍ରୀଷ୍ଣନ କୁମାର । ଅଧିକ ପଢ଼ନ୍ତୁ
ଲିଙ୍ଗରାଜଙ୍କୁ ଦର୍ଶନ କଲେ IG ଅମିତାଭ ଠାକୁର ଓ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ
ଏହି କ୍ରମରେ ଲିଙ୍ଗରାଜ ମହାଦେବଙ୍କୁ ଦର୍ଶନ କରିଛନ୍ତି IG ଅମିତାଭ ଠାକୁର ଓ ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟପ୍ରଶାସକ କ୍ରୀଷ୍ଣନ କୁମାର । ଭୋଗ ନେଇ ମହାଦେବଙ୍କ ନିକଟରେ ଲାଗି କରିବା ସହ ଆଶିଷ ଲାଭ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ