ଭୁବନେଶ୍ବର: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ।
ଆଇଏଏସ ସ୍ତରରେ ଅଦଳବଦଳ, ଜିଭିଭି ଶର୍ମା ହେଲେ ରାଜସ୍ୱ ପରିଷଦ ସଭ୍ୟ - Minor exchanges at the IAS level by state govt
ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ଵ ପରିଷଦର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ...
ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ
୧୯୮୬ ବ୍ୟାଚର ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ଵ ପରିଷଦର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ସିଜେ ବେଣୁଗୋପାଳଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ସେ ୧୯୮୮ ବ୍ୟାଚର ଆଇଏଏସ ଅଫିସର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : May 21, 2021, 5:47 PM IST