ଓଡିଶା

odisha

By

Published : Jul 12, 2021, 7:43 AM IST

ETV Bharat / city

ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ବନ୍ଧା ହେଲା ସ୍ବାମୀ

ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ସ୍ବାମୀ ଗିରଫ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବର ମଞ୍ଚେଶ୍ବର ଗାଡକଣା ଅଞ୍ଚଳରୁ । ଅଧିକ ପଢନ୍ତୁ...

husband arrseted for torturing his wife in bhubaneswar
ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ବନ୍ଧା ହେଲା ସ୍ବାମୀ

ଭୁବନେଶ୍ବର:ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ସ୍ବାମୀ ଗିରଫ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବର ମଞ୍ଚେଶ୍ବର ଗାଡକଣା ଅଞ୍ଚଳରୁ । ପ୍ରଥମ ସ୍ତ୍ରୀର ଅଭିଯୋଗ ଆଧାରରେ ସ୍ବାମୀକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

ସୂଚନା ଅନୁସାରେ, ସ୍ବାମୀ ସିବେନ୍ଦ୍ର ବେହେରା ନିଜ ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବ ଅନ୍ୟଜଣଙ୍କୁ ବିବାହ କରିଥିବା ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ପ୍ରଥମ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ ସିବେନ୍ଦ୍ର । ଅନ୍ୟପଟେ, ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details