ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାରେ ସାରା ରାଜଧାନୀବାସୀ ହନ୍ତସନ୍ତ ହେଉଥିବା ବେଳେ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ମୂର୍ତ୍ତିକା ମେଳାର ଅନେକ ବେପାରୀ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୂର୍ତ୍ତିକା ମେଳାରେ ଅନେକ ଆଶା ବାନ୍ଧି ମାଟି କାରିଗର ନିଜର ପ୍ରସ୍ତୁତ ମାଟି ସାମଗ୍ରୀ ବିକ୍ରି କରିବାକୁ ଆସିଥିଲେ । ହେଲେ ଏ ଅଦିନିଆ ବର୍ଷା ତାଙ୍କ ଉପରେ ଚଡକ ପକାଇଛି।
ବର୍ଷା ବିତ୍ପାତ: ମାନ୍ଦାରେ ଚାଲିଛି ମୂର୍ତ୍ତିକା ମେଳା - heavy rainfall in odisha
ଲଘୁଚାପ ଜନିତ ବର୍ଷାରେ ଭିଜୁଛି ଓଡିଶା । ମୂର୍ତ୍ତିକା ମେଳାର ଅନେକ ବେପାରୀ ଏବେ ଚିନ୍ତାରେ । କାରଣ ବର୍ଷା ଯୋଗୁଁ ହେଉନି ବେପାର । ଏସମ୍ପର୍କରେ ଅଧିକ ପଢନ୍ତୁ...
ବର୍ଷା ସାଜିଲା ଦାଉ, ଚିନ୍ତାରେ ମୂର୍ତ୍ତିକା ମେଳାର ବେପାରୀ
ବର୍ଷା ସାଜିଲା ଦାଉ, ଚିନ୍ତାରେ ମୂର୍ତ୍ତିକା ମେଳାର ବେପାରୀ
କାରଣ ଲଘୁଚାପ ବର୍ଷାରେ ମାଟି ଜିନିଷ ବିକ୍ରି ହେବା ତ ଦୁରର କଥା ବର୍ଷାରେ କାଁ ଭାଁ ଗ୍ରାହକ ମେଳାକୁ ଆସୁଥିବାର ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ନିଜର ସାମଗ୍ରୀ ଧରି ବିକ୍ରି କରି ଆସିଥିବା ବେପାରୀ ଆଗକୁ କଣ କରିବେ ତାହାକୁ ନେଇ ଚନ୍ତା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ