ଭୁବନେଶ୍ବର: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ରାଜନୀତି ଥମୁ ନଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ । ସେ କହିଛନ୍ତି ଯେ, "ଶିକ୍ଷାସଂସ୍ଥା ଗୁଡିକରେ ଶିକ୍ଷାଦାନ ହେବା ଦରକାର । ଗଣ୍ଡଗୋଳ ନୁହେଁ । ଶିକ୍ଷା ସଂସ୍ଥାରେ ରାଜନୀତି କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ" ।
'ଶିକ୍ଷାସଂସ୍ଥାରେ ଶିକ୍ଷାଦାନ ହେଉ, ଗଣ୍ଡଗୋଳ ନୁହେଁ' - hrd minister ramesh pokhriyal
ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ରାଜନୀତି ଥମୁ ନଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ।
କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆ
"ଆଉ ଏପରି କରୁଥିବା ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ,ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ"। ସୋମବାର ବିଭାଗୀୟ ସଚିବ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ