ଓଡିଶା

odisha

ETV Bharat / city

ବିଧାନସଭା ଶକ୍ତି କମିଟି ବୈଠକ: ବିଦ୍ୟୁତ ବିଭାଗର ବିଭିନ୍ନ ପରିବର୍ତ୍ତନ ନେଇ ଆଲୋଚନା - ଟାଟାପାଓ୍ଵାର

ବିଦ୍ୟୁତ ବିଭାଗର ବିଭିନ୍ନ ପରିବର୍ତ୍ତନ ନେଇ ହାଉସ କମିଟିରେ ଆଲୋଚନା । ନୂଆ କମ୍ପାନୀ ଆସିବା ପରେ କଣ ତାର କାର୍ଯ୍ୟ ଓ କେତେ ବିଦ୍ୟୁତ ସୃଷ୍ଟି ହୋଇଛି । ଏବାବଦରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

house committee meeting in bhubaneswar
ବିଦ୍ୟୁତ ବିଭାଗର ବିଭିନ୍ନ ପରିବର୍ତ୍ତନ ନେଇ ହାଉସ କମିଟିରେ ଆଲୋଚନା

By

Published : Jan 22, 2021, 4:56 PM IST

ଭୁବନେଶ୍ବର: ବିଦ୍ୟୁତ ବିଭାଗରେ ହୋଇଛି ବିରାଟ ପରିବର୍ତ୍ତନ । ପୂର୍ବରୁ ୪ଟି ଜୋନରେ ୪ଟି କମ୍ପାନୀ ବିଦ୍ୟୁତ ବିତରଣ କରୁଥିଲେ । ଏବେ ଓଇଆରସି (OERC),ଟାଟା ପାଓ୍ଵାର କମ୍ପାନୀକୁ ସେସୁ ସହ ଅନ୍ୟ ବିତରଣ କମ୍ପାନୀ ସେସକୋ,ନେସକୋ, ଓ୍ଵେସକୋକୁ ଟାଟାପାଓ୍ଵାରକୁ ଦିଆଯାଇଛି । ଏହି ନୂଆ କମ୍ପାନୀ ଆସିବା ପରେ କଣ ତାର କାର୍ଯ୍ୟ ଏବଂ କେତେ ବିଦ୍ୟୁତ ସୃଷ୍ଟି ହୋଇଛି । ଏନେଇ ଆଜି (ଶୁକ୍ରବାର) ହାଉସ କମିଟିରେ ଆଲୋଚନା ହୋଇଛି ।

ବିଦ୍ୟୁତ ବିଭାଗର ବିଭିନ୍ନ ପରିବର୍ତ୍ତନ ନେଇ ହାଉସ କମିଟିରେ ଆଲୋଚନା

ଏହା ସହ କମିଟି ବିଭିନ୍ନ ଅଞ୍ଚଳ ବୁଲି ରିପୋର୍ଟ ଦେବେ ବୋଲି ବାଚସ୍ପତି କହିଛନ୍ତି । ଏହାସହ କଣ ଏଗ୍ରିମେଣ୍ଟ ହୋଇଛି ତାହାର ଆଲୋଚନା ହୋଇଛି । ଏନେଇ ବିଭିନ୍ନ କମ୍ପାନୀର ଅଧିକାରୀ ମାନେ ରିପୋର୍ଟ ଦେବେ । ଟାରିଫ ବଢିବା ଉପରେ ମଧ୍ୟ ବିସ୍ତାର ଭାବରେ ଆଲୋଚନା ହେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details