ଓଡିଶା

odisha

ETV Bharat / city

ଅଚାନକ ଫାୟାର ଷ୍ଟେସନରେ ଗୃହମନ୍ତ୍ରୀ, ସୁରକ୍ଷା ନେଇ କଲେ ଯାଞ୍ଚ

ଭୁବନେଶ୍ବର ଫାୟାର ଷ୍ଟେସନରେ ଅଗ୍ନି ନିରାପତ୍ତା ପ୍ରସ୍ତୁତି ନେଇ ଯାଞ୍ଚ କଲେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କଲେ ଗୃହମନ୍ତ୍ରୀ

By

Published : Nov 15, 2019, 8:23 PM IST

ଭୁବନେଶ୍ବର: ଭୁବନେଶ୍ବର ଫାୟାର ଷ୍ଟେସନରେ ଅଚାନକ ରାଜ୍ୟ ଗୃହମନ୍ତ୍ରୀ । ଅଗ୍ନି ନିରାପତ୍ତା ପ୍ରସ୍ତୁତି ନେଇ ଯାଞ୍ଚ କଲେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। କିପରି ରହିଛି ଫାୟାର ୟୁନିଟ । ଅପ୍ରିତିକର ପରିସ୍ଥିତି ମୁକାବିଲା ନେଇ କେତେ ପ୍ରସ୍ତୁତ ଫାୟାର ୟୁନିଟ । ଏନେଇ ଯାଞ୍ଚ କରିଥିଲେ ।


ଫାୟାର ଏକସଟନସେର, ଫାୟାର ଟାଙ୍କର, କଟର, ଡ୍ରିଲ, ହାଇଡ୍ରୋଲିକ ସିଷ୍ଟମର ମଧ୍ୟ ଯାଞ୍ଚ କରିଥିଲେ ଗୃହମନ୍ତ୍ରୀ । ଏନେଇ ଚିଫ୍ ଫାୟର ଅଫିସର, ଭୁବନେଶ୍ବର ଫାୟାର ଅଧିକାରି ପ୍ରମୁଖ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀଙ୍କ ଏହା ଅଚାନକ ଗସ୍ତ ଥିଲା । ଯାହା ଫାୟାର ସର୍ଭିସ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details