ଭୁବନେଶ୍ବର: ସାରା ଭାରତ ବର୍ଷରେ ହୋଲି ପର୍ବକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏହି ଦିନକୁ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ସାରା ମାରୱାଡି ସମ୍ପ୍ରଦାୟ ବେଶ ଧୁମଧାମରେ ପାଳନ କରିଥାନ୍ତି। ଏହାର ନିଦର୍ଶନ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ।
ହୋଲିକା ଦହନକୁ ଧୁମଧାମରେ ପାଳିଲେ ରାଜଧାନୀବାସୀ - ହୋଲିକା ଦହନ ପର୍ବ
ରାଜଧାନୀ ଭୁବନେଶ୍ବରରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ହୋଲିକା ଦହନ ପର୍ବ । ଏହା ଦ୍ବାରା ଘର ଓ ପରିବାର ସମୃଦ୍ଧି ହେବା ସହ ସଂସାରରେ ସତ୍ୟର ସ୍ଥାପନା ହୋଇ ଥାଏ ବୋଲି ଶ୍ରଦ୍ଧାଳୁ ମାନେ କୁହନ୍ତି । ଅଧିକ ପଢନ୍ତୁ...
ହୋଲିକା ଦହନକୁ ଧୁମଧାମରେ ପାଳିଲେ ରାଜଧାନୀବାସୀ
ଉତ୍ତର ଭାରତର ଲୋକମାନେ ରାମ ମନ୍ଦିର ନିକଟରେ ଏକତ୍ରିତ ହୋଇ ହୋଲିକା ଦହନ ପର୍ବକୁ ବେଶ ଧର୍ମୀୟ ଭାବନା ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହା ଦ୍ବାରା ଘର ଓ ପରିବାର ସମୃଦ୍ଧି ହେବା ସହ ସଂସାରରେ ସତ୍ୟର ସ୍ଥାପନା ହୋଇଥାଏ ବୋଲି ଶ୍ରଦ୍ଧାଳୁ ମାନେ କୁହନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ