ଭୁବନେଶ୍ବର: ସମ୍ବଲପୁରର ହୀରାକୁଦ ଡ୍ୟାମକୁ ଉତ୍କୃଷ୍ଠ ପରିଚାଳନା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଜାତୀୟ ପୁରସ୍କାର ମିଳିଥିବାରୁ ଓଡିଶାର ଜଳ ସମ୍ପଦ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସିଞ୍ଚନ ଓ ଶକ୍ତି ବୋର୍ଡ ପକ୍ଷରୁ ହୀରାକୁଦ ଡ୍ୟାମକୁ ଏହି ଆଓ୍ବାର୍ଡ ମିଳିଛି ।
ହୀରାକୁଦ ଡ୍ୟାମକୁ ଜାତୀୟ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ନବୀନ - ହୀରାକୁଦ ଡ୍ୟାମକୁ ଜାତୀୟ ପୁରଷ୍କାର
ହୀରାକୁଦ ଡ୍ୟାମକୁ ଉତ୍କୃଷ୍ଠ ପରିଚାଳନା ଓ ରକ୍ଷଣାବେକ୍ଷଣ ଭାବେ ଜାତୀୟ ପୁରସ୍କାର । ଟ୍ବିଟ କରି ଓଡିଶା ଜଳ ସମ୍ପଦ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...
ହୀରାକୁଦ ଡ୍ୟାମକୁ ଜାତୀୟ ପୁରଷ୍କାର, ଶୁଭେଚ୍ଛା ଜଣାଇଲେ ନବୀନ
ହୀରାକୁଦ ଡ୍ୟାମକୁ ଜାତୀୟ ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଶ୍ବର ସବୁଠୁ ଦୀର୍ଘ ମାଟିବନ୍ଧ ଭେବେ ଏହି ଡ୍ୟାମ ଓଡିଶାର ଖାଦ୍ୟ ଉତ୍ପାଦ, ସିଞ୍ଚନ ଓ ବିଜୁଳି ଉତ୍ପାଦନରେ ମହତ୍ବପୂର୍ଣ୍ଣ ଭୁମିକା ଅର୍ଜନ କରୁଥିବା ଟ୍ବିଟରେ ଲେଖିଛନ୍ତି ନବୀନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ