‘କୋରୋନା ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ’ - higher education minister reaction after ugc new guidelines
‘କୋରୋନା ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ’
12:02 April 30
କୋରୋନା କ୍ରାଇସିସ୍କୁ ଅପରଚ୍ୟୁନିଟିରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ
ଭୁବନେଶ୍ବର: UGC ର ନୂତନ ଗାଇଡଲାଇନ ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା। ‘ଏହାକୁ ନେଇ ତର୍ଜମା ଚାଲିଛି। ଖୁବଶୀଘ୍ର ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯିବ। ତାପରେ କଣ କରାଯିବ ତାହାକୁ ନେଇ ନିଷ୍ପତି ନିଆଯିବ।’
ସେହିପରି ଓଡିଶା ପରିପ୍ରେକ୍ଷୀରେ ଯାହା ଭଲ ହେବ ତାହା ଲାଗୁ କରାଯିବ । ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ । ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ ବୋଲି ଅରୁଣ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Apr 30, 2020, 12:28 PM IST