ଭୁବନେଶ୍ବର: ଆସନ୍ତା 25ରୁ ରାଜ୍ୟରେ ଅସହ୍ୟ ତାତି ଅନୁଭବ ହେବ । ଏଭଳି ପୂର୍ବାମାନୁମାନ କଲା ଆଞ୍ଚଳିକ ପଣିପାଗ ବିଭାଗ । ଶନିବାର ରୁ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗରମ ଅନୁଭବ ହେବା ନେଇ ପାଣିପାଗ ବିଭାଗର ମୁଖ୍ୟ ସୂଚନା ଦେଇଛନ୍ତି।
ଆସନ୍ତା 25ରୁ ରାଜ୍ୟରେ ଅସହ୍ୟ ତାତି - risk
ଶନିବାର ତଥା ଆସନ୍ତା 25 ରୁ ମେ 28 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗରମ ଅନୁଭବ ହେବା ନେଇ ପାଣିପାଗ ବିଭାଗର ମୁଖ୍ୟ ସୂଚନା ଦେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏଥିସହ ଗତ ଗୁରୁବାରର ରେକର୍ଡ ଅନୁଯାୟୀ ରାଜ୍ୟର 11 ଟି ଜିଲ୍ଲାରେ ତାପମାତ୍ରା 40 ଉପରେ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ସର୍ବାଧିକ 44.5ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଠିକ ସେହିଭଳି ଉପକୂଳର୍ବୀ ଜିଲ୍ଲାମାନଙ୍କରେ କିଛି କିଛି ସ୍ଥାନରେ ବର୍ଷା ସହ ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ