ଓଡିଶା

odisha

ETV Bharat / city

ଘନ କୁହୁଡିରେ ଢାଙ୍କି ହେଲା ଆଭ୍ୟନ୍ତରୀଣ ଜିଲ୍ଲା - ଆଚ୍ଛାଦିତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଘନ କୁହୁଡି। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଘନ କୁହୁଡି ଲାଗି ରହିଥିବାବେଳେ କିଛି ସ୍ଥାନରେ ସ୍ବଳ୍ପ କୁହୁଡି ଦେଖାଦେଇଛି।

ସାରା ରାଜ୍ୟରେ ଘନ କୁହୁଡି ଚାଦର
ସାରା ରାଜ୍ୟରେ ଘନ କୁହୁଡି ଚାଦର

By

Published : Dec 15, 2020, 5:13 PM IST

ଭୁବନେଶ୍ବର: ଘନ କୁହୁଡିରେ ଆଚ୍ଛାଦିତ ରାଜ୍ୟ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଘନ କୁହୁଡି। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଘନ କୁହୁଡି ଲାଗି ରହିଥିବାବେଳେ କିଛି ସ୍ଥାନରେ ସ୍ବଳ୍ପ କୁହୁଡି ଦେଖାଦେଇଛି। ଯାହାଫଳରେ ସାଧାରଣ ଲୋକଙ୍କୁ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ତେବେ ଜାଣନ୍ତୁ କେଉଁଠି କେତେ କୁହୁଡି ଓ ଏହାର ଦୂରତା କେତେ ସମ୍ପର୍କରେ ନଜର ପକାନ୍ତୁ...

ଅନୁଗୁଳ, ପାରାଦୀପ ଓ ଦାରିଙ୍ଗବାଡିରେ ଦୃଶ୍ୟମାନ କୁହୁଡି 150 ମିଟର ରହିଥିଲା । ସେହିଭଳି ହାଲୁକା କୁହୁଡିରେ ବଲାଙ୍ଗୀରରେ 700 ମିଟର, ନୟାଗଡରେ 500 ମିଟର, କେନ୍ଦୁଝରରେ 900 ମିଟର ଓ କଟକରେ 900 ମିଟର ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details