ଓଡିଶା

odisha

ETV Bharat / city

‘କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା’ - capital hospital, bhubaneswar

କ୍ୟାପିଟାଲ ହସ୍ପିଟାଲରେ ହେବ ହୃଦରୋଗ ଚିକିତ୍ସା। ହୃଦରୋଗ ବିଶେଷଜ୍ଞ ପ୍ରଭାତ ଦାସଙ୍କ ତତ୍ତ୍ବାବଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ ।

ଫାଇଲ ଫଟୋ

By

Published : Nov 6, 2019, 2:35 PM IST

Updated : Nov 6, 2019, 4:21 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା। ହୃଦରୋଗ ବିଶେଷଜ୍ଞ ପ୍ରଭାତ ଦାସଙ୍କ ତତ୍ତ୍ବାବଧାନରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବ । ତେବେ ସବୁ ପ୍ରକାର ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ। କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ ସମୟରେ ଏପରି କହିଛନ୍ତି ମନ୍ତ୍ରୀ ।

କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ହେବ ହୃଦରୋଗ ଚିକିତ୍ସା

ଅନ୍ୟପଟେ ହୃଦରୋଗୀଙ୍କ ପାଇଁ 50 ଟି ବେଡ୍‌ର ବ୍ୟବସ୍ଥା କରାଯିବ। କେବଳ ଓପନ ହାର୍ଟ ସର୍ଜରୀ ପାଇଁ ଦୁଇଟି ଅପରେସନ ଥିଏଟରର ବ୍ୟବସ୍ଥା ହେବ ବୋଲି ମଧ୍ୟ ଜଣାପଡିଛି। ଆଜି(ବୁଧବାର) ସତ୍ୟସାଇ ହସ୍ପିଟାଲର ଏକ ପ୍ରତିନିଧି ଦଳ ମଧ୍ୟ ମନ୍ତ୍ରୀଙ୍କ ସହ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Nov 6, 2019, 4:21 PM IST

ABOUT THE AUTHOR

...view details