ଭୁବନେଶ୍ବର: ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆର୍ଶୀବାଦ ବେହେରା ଓ କମଳାକାନ୍ତ ଦାସଙ୍କ ଶୁଣାଣିକୁ 2ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି କୋର୍ଟ । ଏହା ପରେ ଆରମ୍ଭ ହେବ ଶୁଣାଣି। ଜାମିନ ନ ମିଳିଲେ ଜେଲ ଯିବେ ଆଶୀର୍ବାଦ ।
ଆଶୀର୍ବାଦ ଗିରଫ ମାମଲା; ଦିନ 2ଟା ପରେ ଶୁଣାଣି - ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶୁଣାଣି ସ୍ଥଗିତ
ସ୍ବାସ୍ଥ୍ୟଗତ କାରଣରୁ ଶୁଣାଣି ସ୍ଥଗିତ ରହିଛି । ଦିନ 2ଟା ପରେ ହେବ ଏହି ମାମଲାର ଶୁଣାଣି । ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କୁ ଗିରଫ କରିଥିଲା ସିବିଆଇ।
![ଆଶୀର୍ବାଦ ଗିରଫ ମାମଲା; ଦିନ 2ଟା ପରେ ଶୁଣାଣି](https://etvbharatimages.akamaized.net/etvbharat/prod-images/768-512-4487898-thumbnail-3x2-ash.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି l
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ