ଭୁବନେଶ୍ବର: ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର କରୋନା ସ୍ଥିତି ନେଇ ଆଲୋଚନା ହେବ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଦାବି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସଙ୍କ ଆଲୋଚନା - naba dash
କୋରୋନା ପାଇଁ ରାଜ୍ୟର ବିଭିନ୍ନ ଦାବି ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିସି ମାଧ୍ୟମରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କରିବେ ଆଲୋଚନା । ଅଧିକ ପଢ଼ନ୍ତୁ...

ରାଜ୍ୟର ବିଭିନ୍ନ ଦାବି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
ରାଜ୍ୟର ବିଭିନ୍ନ ଦାବି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ । ସେଥି ମଧ୍ୟରୁ ମୁଖ୍ୟ ଦାବି ଗୁଡିକ ହେଲା, ଯେଉଁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫଶିଛନ୍ତି ସେମାନଙ୍କ କୋରୋନା ପରୀକ୍ଷା ସେଠାରେ ହିଁ କରାଯାଉ। ଫଳରେ ସେମାଙ୍କ ଚିକିତ୍ସା ସୁବିଧା ଓ ସହଜରେ ହୋଇପାରିବ। ଏହାବାଦ ରାଜ୍ୟରେ ଅଧିକରୁ ଅଧିକ କୋଭିଡ ଟେଷ୍ଟ ପାଇଁ ଆବଶ୍ୟକ କିଟ ଯୋଗାଇବା ଉପରେ ବି ଆଲୋଚନା ହେବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ