ଭୁବନେଶ୍ବର : ରାଜ୍ୟର ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ନିୟନ୍ତ୍ରଣାଧିନ ରହିଛି କୋରୋନା ସଂକ୍ରମଣ । କୋରୋନା ପାଇଁ କୌଣସି ଔଷଧ ବାହାରି ନାହିଁ । ସାଧାରଣ ଲୋକମାନେ ସଚେତନ ହେବା ସହ ମାସ୍କ ପିନ୍ଧିବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଓଡ଼ିଶାରେ ଲାଗୁ ହେବ କି ଲକଡାଉନ ! କ’ଣ କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ... - ଓଡ଼ିଶାରେ ଲାଗୁ ହେବ କି ଲକଡାଉନ !
ରାଜ୍ୟରେ ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । ରାଜ୍ୟରେ ନିୟନ୍ତ୍ରଣାଧିନ ରହିଛି କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...
ଓଡ଼ିଶାରେ ଲାଗୁ ହେବ କି ଲକଡାଉନ ! କଣ କହିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ଶୁଣନ୍ତୁ...
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟରେ ଟିକାକରଣ ଜାରି ରହିଛି । ସେପଟେ, ଲକଡାଉନକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ମହାରାଷ୍ଟ୍ର ଭଳି ଓଡ଼ିଶାରେ ସ୍ଥିତି ସେଭଳି ନାହିଁ ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ