ସତର୍କ କଲେ ମନ୍ତ୍ରୀ: ସ୍ଥିତି ବିଗିଡିଲେ ପୁଣି ଫେରିବ ଲକଡାଉନ - କୋରୋନା ସ୍ଥିତି ନେଇ ନବ ଦାସ ପ୍ରତିକ୍ରିୟା
କୋରୋନା ଅପଡେଟ: ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ
13:23 February 22
କୋରୋନା ଅପଡେଟ: ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: କୋରନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ପରିସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ । ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଲୋକାଙ୍କୁ ସଚେତନ କରାଯାଉଛି ।
ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଟେଷ୍ଟିଂ ବଢାଇବାକୁ ଦେଲେ ସୂଚନା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Feb 22, 2021, 2:06 PM IST