ଭୁବନେଶ୍ବର: ରାଜଧାନୀରେ ଘନଉଛି ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ଯୌନ ଶୋଷଣ ଘଟଣା । ଭାଇରାଲ ଭିଡିଓକୁ ନେଇ ପୋଲିସ ହାତରେ ପଡିଛି ଚାଞ୍ଚଲ୍ୟକର ସୁରାକ୍ । ମହାସଂଘର ଭିତରେ ଅନୈତିକ କାରବାର ହେଉଥିବା ପୋଲିସକୁ ମିଳିଛି ତଥ୍ୟ । ଯେକି ଜଣେ ଏସଏସପିଡିର ଅଧିକାରୀଙ୍କୁ ଖୁସି କରାଇବାକୁ ଆଣିଥିଲେ କଲଗାର୍ଲ । ଯାହାକି କଲଗାର୍ଲ ସହ ଅଧିକାରୀଙ୍କର ଡିଲ ବେଳେ ଭିଡିଓ ହୋଇଛି ଭାଇରାଲ । ଯାହାକୁ ନେଇ ଅଭିଯୋଗ ହୋଇଥିବା ସରୋଜ ବେହେରା ଏବେ ଫେରାର ଥିବା ବେଳେ ତାକୁ ଧରିବା ପାଇ ପୋଲିସ କରୁଛି ପ୍ରୟାସ । ଏପରିକି ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି।
ଭିନ୍ନକ୍ଷମ ମହିଳାଙ୍କୁ ଯୌନ ଶୋଷଣ ଘଟଣା, ପୋଲିସ ପାଇଲା ଭାଇରାଲ ଭିଡିଓ ସୁରାକ୍ - ଭିନ୍ନକ୍ଷମ ମହିଳାଙ୍କୁ ଯୌନ ଶୋଷଣ ଘଟଣା
ରାଜଧାନୀରେ ଭିନ୍ନକ୍ଷମ ମହିଳାଙ୍କୁ ଯୌନ ଶୋଷଣ ଘଟଣାରେ ପୋଲିସକୁ ମିିିଳିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...
ଭିନ୍ନକ୍ଷମ ମହିଳାଙ୍କୁ ଯୌନ ଶୋଷଣ ଘଟଣା,ପୋଲିସ ପାଇଲା ଭାଇରାଲ ଭିଡିଓ ସୁରାକ୍
ଭିନ୍ନକ୍ଷମ ମହିଳାଙ୍କୁ ଯୌନ ଶୋଷଣ ଘଟଣା,ପୋଲିସ ପାଇଲା ଭାଇରାଲ ଭିଡିଓ ସୁରାକ୍
ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ଦାବିରେ ତାଲା ଭାଙ୍ଗିବା ସହ ନବୀନ ନିବାସ ଘେରାଉ କରିବାର ଧମକ ଦେଇଛନ୍ତି ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପୂର୍ବତନ ସଦସ୍ୟ । ଅଭିଯୁକ୍ତ ଧରିଲେ ଭିନ୍ନକ୍ଷମ ବିଭାଗର ଉପର ଅଫିସର ଓ ବିଭାଗର କେଉଁମାନେ ସମ୍ପୃକ୍ତ ଥିଲେ ପଦାକୁ ଆସିଯିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ